ପୁରୁଜିତ୍
ଦେଖଣା
ପୁରୁଜିତ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପାଣ୍ଡବଙ୍କ ମାମୁ; କୁନ୍ତିଙ୍କ ଭାଇ — ୧. The maternal uncle of the pāṇḍaba brothers.
[ଦ୍ରଷ୍ଟବ୍ୟ —ଏ କୁନ୍ତି ଭୋଜଙ୍କ ପୁତ୍ର ଓ କୁନ୍ତୀଙ୍କ ଭାଇ]
- ୨. ବିଷ୍ଣୁ —୨. A name of Bishṇu.
- ୩. (ଭାଗବତ) ଶଶବିନ୍ଦୁ ବଂଶୀୟ ରୁଚକ ରାଜାଙ୍କ ପୁତ୍ର — ୩. Name of a prince mentioned in the Bhāgabata.