Jump to content

ପୁରୁଡ଼ିବା

ଉଇକିଅଭିଧାନ‌ରୁ

ପୁରୁଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ)କ୍ରିୟାପଦ - (ସଂସ୍କୃତ - ପୃ ଧାତୁ)

[ସମ୍ପାଦନା]
୧. ଖାଲ ଆଦିକୁ ମାଟିରେ ପୂର୍ଣ୍ଣ କରିବା; ଭରୋଟ କରିବା —୧. To fil up a ditch.
୨. (ଲକ୍ଷଣାର୍ଥ) ପୂର୍ଣ୍ଣ ହେବା — ୨. (fig) To be filled up with any thing.

(ଯଥା—ବର୍ଷା ପାଣିରେ କୂଅ ପୁରୁଡ଼ି ହୋଇ ଯାଇଛି)