ଦେଶଜ - ବିଶେଷ୍ୟ -(ସଂସ୍କୃତ - ପୁରାଣଘୃତି)
[ସମ୍ପାଦନା]
ଦଶବର୍ଷରୁ ଉର୍ଦ୍ଧ୍ୱକାଳ ସଞ୍ଚିତ ଘୃତ; ବହୁକାଳ ସଞ୍ଚିତ ଘୃତ — Ghee which has been stored for years.
[ଦ୍ରଷ୍ଟବ୍ୟ —ଏହା ମାଲିସ କଲେ ଛାତିର ବେଦନା କମିଯାଏ; ଏହା ବାତ ରୋଗ; ଶିରରୋଗ, କର୍ଣ୍ଣରୋଗ ଓ ଅପସ୍ନାର ଆଦି ରୋଗରେ ବିଶେଷ ଉପକାରୀ]