Jump to content

ପୁରୁଣା ପାପୀ

ଉଇକିଅଭିଧାନ‌ରୁ

ପୁରୁଣା ପାପୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମହା ପାପୀ — ୧. A great sinner.
୨. ଯେ ବହୁକାଳ ହେଲା ପାପ କରିଆସୁଅଛି — ୨. Old sinner; a confirmed sinner; an old Adam.
୩. ବହୁଦିନ ଅନୁଭବଦ୍ୱାରା ପ୍ରବୀଣ ବ୍ୟକ୍ତି — ୩. A person of ripe experience.