Jump to content

ପୁରୁଣା ପୁଲିସ୍

ଉଇକିଅଭିଧାନ‌ରୁ

ପୁରୁଣା ପୁଲିସ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ବ୍ୟଙ୍ଗାର୍ଥ)

[ସମ୍ପାଦନା]

ଭାରତ ବର୍ଷକୁ ପ୍ରଥମେ ଇଂରେଜମାନେ ଆସିବା ସମୟରେ ନିଯୁକ୍ତ ପୁଲିସ — The Police which were formerl maintained by the Government in the early age of British occupation of India.

[ଦ୍ରଷ୍ଟବ୍ୟ —ପୂର୍ବେ ଅପରାଧୀ ବା ସନ୍ଦେହୀ ଆସାମୀଠାରୁ ଅପରାଧ ସ୍ୱୀକାରୋକ୍ତି ବାହାର କରିବା ନିମନ୍ତେ ପୁଲିସ କର୍ମଚାରୀମାନେ ଆସାମୀକୁ ନାନାପ୍ରକାର ଅତ୍ୟାଚାର ଓ ଉତ୍ପୀଡ଼ନ କରୁଥିଲେ ଦେଶର ଶିକ୍ଷାବୃଦ୍ଧି ସଙ୍ଗେ ସଙ୍ଗେ ସରକାର ତାହା ନ ହେବା ପାଇଁ ତୀକ୍ଷ୍ଣ ଦୃଷ୍ଟି ଓ କଟକଣା କରି ଅଛନ୍ତି ଅତଏବ ପୂର୍ବକାଳର ପୁଲିସ ଅତ୍ୟାଚାର ବିଷୟର ପ୍ରସଙ୍ଗରେ ଲୋକେ ଏହି ଶବ୍ଦ ବ୍ୟବହାର କରିଥାଆନ୍ତି]