ପୁରୁଭୂଜ
ଦେଖଣା
ପୁରୁଭୂଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଆଧୁନିକ ବ୍ୟବହାର ପୁରୁ= ବହୁ; ଭୂଜ ଯାହାର)
[ସମ୍ପାଦନା]- ୧. ଏକପ୍ରକାର ସାମୁଦ୍ରିକ କୀଟ —୧. The Polyp; a sea animal of the coral kindd resembling boughts of a tree.
[ଦ୍ରଷ୍ଟବ୍ୟ —ଏମାନେ ପ୍ରବାଳଶ୍ରେଣୀୟ ଓ ଡ଼ାଳପରି ଦେଖାଯାନ୍ତି]
- ୨. ବହୁଭୁବିଶିଷ୍ଟ ଏକପ୍ରକାର ସାମୁଦ୍ରିକ ଜୀବ — ୨. The devil fish; Octopus; the cuttle fish.