Jump to content

ପୁରୁଭୋଜା

ଉଇକିଅଭିଧାନ‌ରୁ

ପୁରୁଭୋଜା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପୁରୁ= ଅଧିକ+ ଭୁଜ ଧାତୁ= ଖାଇବା+ ଅସ୍; ପୁରୁଭୋଜସ୍ ଶବ୍ଦ ୧ମା ୧ବ)

[ସମ୍ପାଦନା]

ଯେ ଖୁବ ଖାଇ ପାରେ; ପେଟୁ — Gluttonous; greedy.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମେଷ; ମେଣ୍ଡା (ହିନ୍ଦୀ - ଶ.) —Sheep.