Jump to content

ପୁରୁଷକାର

ଉଇକିଅଭିଧାନ‌ରୁ

ପୁରୁଷକାର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପୁରୁଷ+କାର=କରଣ)

[ସମ୍ପାଦନା]
୧. ପୁରୁଷତ୍ୱ — ୧. Manliness.
୨. ପୁରୁଷର ଚେଷ୍ଟା, ଯତ୍ନ ବା ପୌରୁଷ — ୨. Human activity; manly sprite; valour; proewess; energy.
୩. ବ୍ୟକ୍ତିଗତ ଉଦ୍ୟମ ବା ଚେଷ୍ଟା — ୩. Individual exerction; manly effort.
୪. ଉତ୍ସାହ —୪. Vigour.