ପୁରୁଷତ୍ୱ
ଦେଖଣା
ପୁରୁଷତ୍ୱ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପୁରୁଷ+ବାବାର୍ଥେ ତା. ତ୍ୱ)
[ସମ୍ପାଦନା]- ୧. ମନୁଷ୍ୟତ୍ୱ; ମନୁଷ୍ୟର ଧର୍ମ — ୧. Manliness; manhood.
- ୨. ପୌରଷ; ଉତ୍ସାହ; ଉଦ୍ୟମ — ୨. manly vigour; energy.
- ୩. ପୁଂସ୍ତ; ଅଂଣ୍ଡିରାପଣିଆ; ସ୍ତ୍ରୀସଙ୍ଗମସାମର୍ଥ୍ୟ — ୩. Virility; potency; ability to cohabit with a woman.
- ୪. ମନୁଷ୍ୟୋଚିତ ଶୌର୍ଯ୍ୟ; ବୀର୍ଯ୍ୟ; ବିକ୍ରମ — ୪. Manly; valour; prowess.
- ୫. ବୀରତ୍ୱ; ସାହସ — ୫. Heroism; valour courage.
- ୬. ବଳ; ପରାକ୍ରମ —୬. Might; prowess.