Jump to content

ପୁରୁଷା

ଉଇକିଅଭିଧାନ‌ରୁ

ପୁରୁଷା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପୁରୁଷ ସ୍ଥଳରେ ଓଡ଼ିଆ ପଦ୍ୟ ଓ ଗୀତାଦିରେ ବ୍ୟବହୃତ)

[ସମ୍ପାଦନା]

ମନୁଷ୍ୟ —Man.

ଜନମ ମରଣ ବରଷା, ଏହା ନ ଜାଣେ ପୁରୁଷା—ପ୍ରବଚନ