Jump to content

ପୁରୁଷାର୍ଥ

ଉଇକିଅଭିଧାନ‌ରୁ

ପୁରୁଷାର୍ଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୁରୁଷ ଅର୍ଥ=ପ୍ରୟୋଜନ)

[ସମ୍ପାଦନା]
୧. ପୁରୁଷର ପ୍ରୟୋଜନ ସାଧନ ବର୍ଗ ଚତୁଷ୍ଟୟ ଧର୍ମ, ଅର୍ଥ, କାମ ଓ ମୋକ୍ଷ —୧. The ୪ aims of human existence viz duity; riches; desire and final beatitude.
୨. ମନୁଷ୍ୟ ଜୀବନର ଲକ୍ଷ —୨. The summum bonum of human existence.
୩. ସୁଖ —୩. Happiness.
୪. ମୁକ୍ତି —୪. Salvation.
୫. ସଂସାର —୫. The world.

[ଦ୍ରଷ୍ଟବ୍ୟ —ସାଂଖ୍ୟ ମତରେ ତ୍ରିବିଧ ଦୁଃଖର ଅତ୍ୟନ୍ତ ନିବୃତ୍ତି (ମୋକ୍ଷ) ହିଁ ପରମ ପୁରୁଷାର୍ଥ ପ୍ରକୃତି ପୁରୁଷାର୍ଥ ପାଇଁ ନିରନ୍ତର ଯତ୍ନ କରୁଛି, କନ୍ତୁ ପୁରୁଷର ପ୍ରକୃତିର ଧର୍ମ ଆପଣାର ଧର୍ମ ବୋଲି ବିଚାରି ଆପଣା ସ୍ୱରୁପକୁ ଭୂଲିଯାଉଛି ପୁରୁଷର ସ୍ୱରୁପ ଜ୍ଞାନ ନ ହେବା ପର୍ଯ୍ୟନ୍ତ ପୁରୁଷ ପ୍ରକୃତିକୁ ଛାଡ଼ି ପାରେ ନାହିଁ ପୁରାଣ ମତରେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ପୁରୁଶାର୍ଥ ଅଟେ ଚାର୍ବିକ ମତରେ କାମିବା ସଙ୍ଗ— ଜନିତ ସୁଖହିଁ ପୁରୁଷାର୍ଥ ଅଟେ—ହିନ୍ଦୀ - ଶ]

୬. ପୁରୁଷକାର; ପୌରୁଷ; ଉଦ୍ୟମ (ହିନ୍ଦୀ - ଶ.) ୬. Manly exertion.

ହରିବା ପୁରୁଷାର୍ଥ ପାଇଲି ନୃସାଇଁ କୃଷ୍ଣସିଂହ, ମହାଭାରତ. ବନ

୭. ବଳ; ଶକ୍ତ; ସାମର୍ଥ୍ୟ (ହିନ୍ଦୀ - ଶ) ୭. Strebnght; protency.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବାହାଦୁରୀ; ପ୍ରଶଂସା —୧. Credit; praise;

ଗୋଡ଼ାଇଲେ ପୁରୁଷାର୍ଥ ଅରଜିବା ପାଇଁ କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ

୩. ପରିଶ୍ରମ —୩. Labour.