Jump to content

ପୁରୁଷାଶୀ

ଉଇକିଅଭିଧାନ‌ରୁ

ପୁରୁଷାଶୀ

ଉଚ୍ଚାରଣ

[ସମ୍ପାଦନା]
(ପୁରୁଷାଶିନୀ—ସ୍ତ୍ରୀ) 

=== ସଂସ୍କୃତ - ବିଶେଷ୍ୟ - ପୁଂ. (ପୁରୁଷ+ଅଶ୍ ଧାତୁ+କର୍ତ୍ତୃ. ଇନ୍; ୧ମା.୧ବ)

୧. ନରମାଂସ ଭକ୍ଷକ ବ୍ୟକ୍ତି —୧. Cannibal.
୨. ରାକ୍ଷସ —୨. Demon.