Jump to content

ପୁରୁଷାୟିତ

ଉଇକିଅଭିଧାନ‌ରୁ

ପୁରୁଷାୟିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୁରୁଷ+ଆୟ+ଇତ୍)

[ସମ୍ପାଦନା]
୧. ପୁରୁଷାଇତ (ଦେଖ) - ୧. Purushāita (See)

ବନ୍ଧରେ ଯେ ସୁଚେତ୍ର ପୁରୁଷାୟିତ ଭଞ୍ଜ. ବୈଦେହିଶବିଳାସ

୨. ପୁରୁଷ ପରି କର୍ମ କରିବା — ୨. Acting like a man (Apte)
୩. ମନୁଷ୍ୟୋଚିତ ଆଚରଣ — ୩. Manly conduct (Apte)