ପୁରୁଷେ
ଦେଖଣା
ପୁରୁଷେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ପୁରୁଷର ଉଚ୍ଚତାଠାରୁ ଏକ ହାତ ଉଚ୍ଚ ବା ଗଭୀର —As high or deep as a man with his arms and fingers raised up.
(ଯଥା—ଏ ପୋଖରୀରେ ପୁରୁଷେ ପାଣି ଅଛି)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଂଶର ଏକ ପୁରୁଷର ଜୀବିତ କାଳ — Life-time of one generation.
(ଯଥା—ମିଶ୍ରବଂଶ ଜମିଦାରୀ ପୁରୁଷେ ମାତ୍ର ଭୋଗ କଲେ)