Jump to content

ପୁରୁଷୋତ୍ତମ

ଉଇକିଅଭିଧାନ‌ରୁ

ପୁରୁଷୋତ୍ତମ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପୁରୁଷମାନଙ୍କ ମଧ୍ୟରେ ଉତ୍ତମ ବା ଶ୍ରେଷ୍ଠ)

[ସମ୍ପାଦନା]
୧. ପୁରୁଷଶ୍ରେଷ୍ଠ; ନରପୁଙ୍ଗବ — ୧. Best of men; chief among men; an eminent man.
୨. ଭଗବାନ, ବିଷ୍ଣୁ —୨. Bishṇu.
୩. ଜୈନ ବିଶେଷ —୩. Name of a J&aline;i̱na Saint.
୪. ଜଗନ୍ନାଥ କ୍ଷେତ୍ର; ଶ୍ରୀକ୍ଷେତ୍ର; ନୀଳାଚଳ ଧାମ; ପୁରୀ — ୪. The town of Puri, the seat of Lord Jagannath.

କହିଲା ସେ ପୁରୁଷତ୍ତମ ନିତ୍ୟ ରାହାସ ଅନୁପାମ ଯଶୋବନ୍ତ—ପ୍ରେମଭକ୍ତି ବ୍ରହ୍ମଗୀତା

୫. ଶତ୍ରୁ ମିତ୍ର ଆଦିଙ୍କ ପ୍ରତି ସର୍ବଦା ଉଦାସୀନ; ନିଷ୍ପାପ ପୁରୁଷ (ହିନ୍ଦୀ - ଶ) ୬. A sinless person who is indifferent alike to a friend or foe.
୬. ମଳସାମ; ଅଧିମାସ (ହିନ୍ଦୀ - ଶ) ୬. An intercalary month.