ପୁରୁଷୋତ୍ତମ ମାନଧାତା
ଜନୈକ ଉତ୍କଳୀୟ କବି — Name of an Oriya Raja and poet.
[ଦ୍ରଷ୍ଟବ୍ୟ —ଏ କବି ନବଦୁର୍ଗ ରାଜ୍ୟର ରାଜାଥିଲେ 'ଶୋଭାବବତୀ' କାବ୍ୟରେ ପ୍ରଣେତା ତାରିଣୀ. ଉତ୍କଳ ସାହିତ୍ୟ ଇତିହାସ]