ପୁରୁଷୋତ୍ତମ ମିଶ୍ର
ଜନୈକ ଓଡ଼ିଆ କବି — An Oriya Poet.
[ଦ୍ରଷ୍ଟବ୍ୟ —ପଞ୍ଚଦଶ ଶତାବବ୍ଦୀର ମଧ୍ୟଭାଗର କବି 'ସଙ୍ଗୀତ ନାରାୟଣ' ପ୍ରଭୃତି ଗ୍ରନ୍ଥ ପ୍ରଣୟନ କରିଥିଲେ ଜଗବନ୍ଧୁ—ପ୍ରାଚୀନ ଉତ୍କଳ]