ପୁରୁଷ ମେଧ
ଦେଖଣା
ପୁରୁଷ ମେଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନରମେଧ; ଯେଉଁ ଯଜ୍ଞରେ ନର ବଳି ଦିଆ ଯାଉଥିଲା —A vedic sacrifice in which a man was offered as a sacrific.
[ଦ୍ରଷ୍ଟବ୍ୟ —ଏ ବୈଦିକ ଯଜ୍ଞ କରିବାକୁ କେବଳ ବ୍ରାହ୍ମଣ ଓକ୍ଷତ୍ରିୟ— ମାନେ ଅଧିକାରୀ ଥିଲେ ଏ ଯଜ୍ଞ ଚୈତ୍ର ଶୁକ୍ଳ ଦଶମୀ ଦିନ ଆରବ୍ଧ ହୋଇ ୪ ଦିନର ସମାପ୍ତ ହେଉଥିଲା ଯଜ୍ଞର ସମାପ୍ତି ପରେ ଯଜ୍ଞକର୍ତ୍ତା ବାନପ୍ରସ୍ଥାଶ୍ରମ ଗ୍ରହଣ କରୁଥିଲେ ଏ ଯଜ୍ଞର ବିଧାନ ଶୁକ୍ଳ ଯଦୁର୍ବେଦର ୨୩ଶ ଅଧ୍ୟାୟରେ ଓ ଶତପଥ ବ୍ରାହ୍ମଣରେ ଅଛି (ହିନ୍ଦୀ - ଶ.)]