Jump to content

ପୁରୁଷ ଶାର୍ଦ୍ଦୁଳ

ଉଇକିଅଭିଧାନ‌ରୁ

ପୁରୁଷ ଶାର୍ଦ୍ଦୁଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପୁରୁଷମାନଙ୍କକ ମଧ୍ୟରେ ଶ୍ରେଷ୍ଠ; ଶ୍ରେଷ୍ଠପୁରୁଷ; ପ୍ରଧାନ ଲୋକ —A distinguished man; a superior person; a lord amongst men; an excellent man.

[ଦ୍ରଷ୍ଟବ୍ୟ —ଶ୍ରେଷ୍ଠ ଅର୍ଥରେ କୁଞ୍ଜର, ପୁଙ୍ଗବ, ବ୍ୟାଘ୍ର ସିଂହ, ନାଗ, ଋଷଭ, କେଶରୀ ଆଦି ଭିନ୍ନ ଭିନ୍ନ ପ୍ରଧାନ ପଶୁ ଓ ପୁଣ୍ଡରୀକ (ପଦ୍ମ) ଶବ୍ଦ ଆଦି ନର ଓ ପୁରୁଷାଦି ଶବ୍ଦ ସଙ୍ଗରେ ବ୍ୟବହୃତ ହୁଏ]