Jump to content

ପୁରେ ପୁରେ

ଉଇକିଅଭିଧାନ‌ରୁ

ପୁରେ ପୁରେ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି.ବିଶେଷଣ -

[ସମ୍ପାଦନା]

ପ୍ରତିପୁରରେ; ପ୍ରତିଗୃହରେ — In every house.

କେ କହୁ ତପ ତାହାଙ୍କର ଅନନ୍ଦ କଲେ ପୁରେପୁରେ ଜଗନ୍ନାଥ, ଭାଗବତ