Jump to content

ପୁରୋଗତ

ଉଇକିଅଭିଧାନ‌ରୁ

ପୁରୋଗତ

ଉଚ୍ଚାରଣ

[ସମ୍ପାଦନା]

(ପୁରୋଗତି—ଅନ୍ୟରୂପ)

(ପୁରୋଗତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପୁରସ୍+ଗତ)

[ସମ୍ପାଦନା]
୧. ଅଗ୍ରଗତି; ଯେ ଆଗରେ ଯାଇଅଛି — ୧. Gone before; preceded.
୨. ପ୍ରଧାନ —୨. Chief.
୩. ବାଟ କଢ଼ାଇବା —୩. Leading.