ପୁରୋଚନ
ଦେଖଣା
ପୁରୋଚନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]- ୧. ଜତୁ ଗୃହରେ ପାଣ୍ଡବମାନଙ୍କୁ ଦହନ କରିବାପାଇଁ ଦୁର୍ଯ୍ୟୋଧନଙ୍କୁ ନିଯୁକ୍ତ ଯବନ ମନ୍ତ୍ରୀ — ୧. Name of a minister engaged by Durj̄yodhana to have the Pāṇdabas burnt kin the lac house (but in which he was himself burnt).
[ଦ୍ରଷ୍ଟବ୍ୟ —ପାଣ୍ଡବମାନଙ୍କ ଜତୁଗୃହରେ ନିଆଁ ଲଗାଇବା ପାଇଁ ଦୁର୍ଯ୍ୟୋଧନ ପୁରୋଚନକୁ ନିଯୁକ୍ତି କରିଥିଲେ କିନ୍ତୁ ଭୀମସେନ ଭାଇମାନଙ୍କୁ ଓ ମାତାଙ୍କୁ ସଙ୍ଗେ ନେଇ ନିଆଁ ଲାଗିବା ପୂର୍ବରୁ ଜତୁଗୃହରୁ ଚାଲିଗଲେ ଏବଂ ପୁରୋଚନର ବାସ ଗୃହରେ ନିଆଁ ଲଗାଇ ଦେଲେ ପୂରୋଚନ ଆପଣା ଘରେ ନିଆଁରେ ପୋଡ଼ି ମରିଥିଲେ—ହିନ୍ଦୀ - ଶ]
- ୨. ବଳି ବା ଉତ୍ସର୍ଗବିଶେଷ — ୨. Name of a certain offering or oblation.
- ୩. ହୋମମନ୍ତ୍ରବିଶେଷ —୨. Name of a certain mystic formula recited while offering oblations to fire.