Jump to content

ପୁରୋଡ଼ା

ଉଇକିଅଭିଧାନ‌ରୁ

ପୁରୋଡ଼ା

ଉଚ୍ଚାରଣ

[ସମ୍ପାଦନା]

ପୁରୋଡ଼ାଶ୍,ପୁରୋଡ଼ାଶଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ପୁରସ୍=ଅଗ୍ରେ=ଦାଶ୍ ଧାତୁ=ଦାନ କରିବା +କର୍ମ. ଅସ୍; ଯାହା ଯଜ୍ଞରେ ଦିଆଯାଏ)

[ସମ୍ପାଦନା]
୧. ହବି; ଘୃତ; ଯଜ୍ଞୀୟ ଘୃତ — ୧. Ghee; clarified butter offered to fire.
୨. ହବିର୍ଭାଗ; ଘିଅ ସଙ୍ଗେ ହୋମାଗ୍ନିରେ ଦିଆଯିବା ମିଷ୍ଠାନ୍ନ —୨. Sweetment offered with ghee unto the fire.

ଖଣ୍ଡାମାନେ କପାଳ ମୁଣ୍ଡ ପୁରୋଡ଼ାଶ ଦ୍ରୋଣ କୃପ ଶିଷ୍ୟ ହୋଇବେ ଯେ ସହସ୍ୟ କୃଷ୍ଣସିଂହ, ମହାଭାରତ. ଉଦ୍ଯୋଗ

୩. ଯବଚୂର୍ଣ୍ଣ ନିର୍ମିତ ରୁଟୀ — ୩. Roll of bread made of barley flour.
୪. ମାଲପୁଆ —୪. A pastry cake fried in ghee.
୫. ପୁଷ୍ଟକ ଚମସୀ; ଜାଲି ଚଟୁ — ୫. A sort ladle used in frying cakes.
୬. ହୁତଶେଷ — ୬. The orts or leavings of a sacrifice.
୭. ଯଜ୍ଞରେ ବଳି ଦିଆଯିବା ପଶୁର ଅବୟବ — ୭. The limbs of a victim offered lin sacriffice.
୮. ଯଜ୍ଞପାଇଁ ପୁରୋଡ଼ା ପ୍ରସ୍ତୁତ କରିବା ସମୟରେ ଉଚ୍ଚାରିତ ମନ୍ତ୍ର (ହିନ୍ଦୀ - ଶ) —୧. Vedic formula recited while preparing the sweetment for a sacrifice.