Jump to content

ପୁରୋହିତ

ଉଇକିଅଭିଧାନ‌ରୁ

ପୁରୋହିତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବି—(ପୁରସ୍=ପ୍ରଥମେ+ଧା ଧାତୁ= ଧାରଣ କରିବା+ ତ)

[ସମ୍ପାଦନା]
୧. ଋତ୍ୱିକ; ପୁରୋଧା; ଯେଉଁ ବ୍ୟକ୍ତି ଯଜମାନଙ୍କ ଯଜ୍ଞ ,କର୍ମ କରାଇବାକୁ ନିଯୁକ୍ତ ହୁଅନ୍ତି; ପ୍ରଧାନ ଯାଜକ —୧. Priest; a priest who is appointed to officiate at ceremonies.
୨. ଗୃହସ୍ଥର ଗାର୍ହସ୍ଥ୍ୟ ଦୈନିକ ଅନୁଷ୍ଠାନରେ ନିଯୁକ୍ତି ବ୍ରାହ୍ମଣ — ୨. Domestic chaplain.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବ୍ରାହ୍ମଣମାନଙ୍କ ଉପାଧୀ ବିଶେଷ — A family title of Brāhmaṇa.