Jump to content

ପୁରୋହିତିଆ

ଉଇକିଅଭିଧାନ‌ରୁ

ପୁରୋହିତିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପୁରୋହିତ ସମ୍ୱନ୍ଧିୟ — ୧. Priestly.
୨. ପୁରୋହିତଙ୍କୁ ଦିଆଯିବା ଯୋଗ୍ୟ — ୨. Fit to be given away to a priest.

[ଦ୍ରଷ୍ଟବ୍ୟ —ଆଜିକାଲି ଦେଖାଯାଏ ଯେ ଉତ୍ସବ ଆଦିରେ ପୁରୋହିତଙ୍କୁ ଯାହା ଦିଆଯିବାର ବ୍ୟବସ୍ଥା ଥାଏ ଲୋକ ନୀରସା ଜିନିଷ ଦିଅନ୍ତି, ଯଥା—ଲୁଗା ସ୍ଥଳରେ କରିଆ, ସ୍ୱର୍ଣ୍ଣ ସ୍ଥଳରେ ଦୁଇ ଚାରି ଅଣା ମୂଲ୍ୟର ଟିକିଏ ସୁନା ଏଥିପାଇଁ ଲୋକେ କହନ୍ତି ଏହା ପୁରୋହିତିଆ ବା ପୁରୋହିତକୁ ଦାନ ଦିଆଯିବା ଉପଯୁକ୍ତ ଜିନିଷ ହୋଇଅଛି]