ପୁର୍
(ପୁରର୍, ପୁର୍ରୁ, ପୁରୁର୍—ଅନ୍ୟରୂପ)
ଲୁଗା ବା ପତଳା ଓ ନରମା ଜିନିସ ଚିରି ଯିବାର ଶବ୍ଦ —The sound resembling that of tearing up a cloth.
=== ସଂସ୍କୃତ - ବିଶେଷ୍ୟ - (ପୃ ଧାତୁ+ଅ)
ପୁଃ (ଦେଖ) - — Puḥ (See)