ସଂସ୍କୃତ - ବିଶେଷଣ - ସ୍ତ୍ରୀ (ବହୁବ୍ରୀହି; ପୂର୍ଣ୍ଣଗର୍ଭ ହୋଇଅଛି ଯାହାର)
[ସମ୍ପାଦନା]
ଯେଉଁ ଗର୍ଭଣୀର ଗର୍ଭସ୍ଥ ସନ୍ତାନ ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୋଇଅଛି ଓ ଯେଉଁ ସ୍ତ୍ରୀ ଶ୍ରୀଘ୍ର ସନ୍ତାନ ପ୍ରସବ କରିବ;
ଆସନ୍ନପ୍ରସବା —୧. (a woman) In a advanced stage of prognancy.
- ୨. ପୂରପିଠା (ହିନ୍ଦୀ - ଶ) —୨. Sandwich.