ପୁର(ନ୍ଧ୍ରୀ)
ଦେଖଣା
ପୁର(ନ୍ଧ୍ରୀ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ପୁରଂ=ଗୃହକୁ+ଧୃ ଧାତୁ=ଧାରଣକରିବା+ କର୍ତ୍ତୃ. ଅ+ସ୍ତୀ. ଈ)
[ସମ୍ପାଦନା]- ୧. କୁଳବତୀ ସ୍ତ୍ରୀ —୧. A respectable lady.
- ୨. ପତିପୁତ୍ରବତୀ ସ୍ତ୍ରୀ —୨. A woman having her husband and children living.
- ୩. ଗୃହକର୍ତ୍ତ୍ରୀ; ଗୃହିଣୀ; ଘରଣୀ — ୩. House wife; mistress of the house.
- ୪. ମାଇପୀଲୋକ; ସ୍ତ୍ରୀଜାତି; ସ୍ତ୍ରୀମାତ୍ର — ୪. A woman in geneaal; a female.