ପୁର କୃତ୍ୟ
ଘର କାମ; ଗୃହର ନିତ୍ୟକର୍ମ ମାନ — Domestic duties.
ପୁରନ୍ଧ୍ରୀ ସମାଜ କଲେ ପୁରକୃତ୍ୟ ପ୍ରଗଲ୍ଲରେ ଅନୁଷ୍ଠାନ— ନନ୍ଦକିଶୋର. ଶର୍ମିଷ୍ଠା