ପୁଲ
ଦେଖଣା
ପୁଲ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ପୁଲ୍ ଧାତୁ+ଅ.)
[ସମ୍ପାଦନା]- ୧. ପୁଲକ; ରୋମାଞ୍ଚ — ୧. The hairs of the body standing on end; horripilation.
- ୨. ଗଦା; ରାଶି; (ହିନ୍ଦୀ - ଶ.) —୨. Mass.
ବିଶେଷଣ -
[ସମ୍ପାଦନା]- ୧. ବିପୁଳ; ବୃହତ୍ — ୧. vast; grand.
- ୨. ବିସ୍ତୃତ —୨. Extensive.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ପୋଲ (ଦେଖ) - —Pola (See)