ପୁଲକାଇବା
ଦେଖଣା
ପୁଲକାଇବା
ଉଚ୍ଚାରଣ
[ସମ୍ପାଦନା][ପୂଲୁକାଇବା—ଅନ୍ୟରୂପ]
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପୁଲକିବା କ୍ରିୟାର ଣିଜନ୍ତରୂପ — ୧. The causative from of Pulakibā
- ୨. ଅନ୍ୟର ଦେହରେ ପୁଲକ ବା ରୋମୋଦ୍ଗମ କରାଇବା —୨. To cause horripilation.
- ୩. ଅତ୍ୟନ୍ତ ପୂଲକିତ ବା ହର୍ଷୋତ୍ଫୁଲ୍ଲ କରିବା — ୨. To cause a thrill of joy.
- ୪. ପୁଲକିତ ହେବା —୪. To have a thrill of joy; to have horripilation.