ପୁଲକିତ
ଦେଖଣା
ପୁଲକିତ
ଉଚ୍ଚାରଣ
[ସମ୍ପାଦନା](ପୁଲକିତା—ସ୍ତ୍ରୀ)
(ପୁଲୁକିତ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପୁଲକ+ଇତ)
[ସମ୍ପାଦନା]- ୧. ରୋମା଼ଞ୍ଚିତ; ପୁଲକଯୁକ୍ତ — ୧. With hairs standing on end or bristling.
- ୨. ଆହ୍ଲାଦିତ; ପରମାନନ୍ଦିତ — ୨. Filled with joy; extremely delighted; feeling a thrill of joy; enraptured.
- ୩. (ପୁଷ୍ପାଦି)—ପ୍ରଷ୍ଫୁଟିତ —୩. Full blown (flower).