ପୁଲକୀ
(ପୁଲକିନୀ—ସ୍ତ୍ରୀ)
ପୁଲକିତ (ଦେଖ) - —Pulakita (See)
[ଦ୍ରଷ୍ଟବ୍ୟ —କଦମ୍ୱ ଫୁଲର କେଶରଗୁଡ଼ିକ ଠିଆ ହୋଇଥିବାରୁ ତାହାକୁ ପୁଲକୀ କୁହାଯାଏ]