Jump to content

ପୁଲକ ଜାଳକ

ଉଇକିଅଭିଧାନ‌ରୁ

ପୁଲକ ଜାଳକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପୁଲକ+ଜାଳକ)

[ସମ୍ପାଦନା]

ବହୁରୋମୋଦ୍ଗମ; ଦେହର ନାନାସ୍ଥାନରେ ପୁଲକୋଦ୍ଗମ —Horripilation throught the body.

ପୁଲକନାଳକ ଚାହିଁ ଆଦ୍ୟା କହିଲା ବେଗେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ