ପୁଲସ୍ତି
ଦେଖଣା
ପୁଲସ୍ତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୁଲ=ମହତ୍+ସ୍ତ୍ୟେ ଧାତୁ=ଏକତ୍ର କିରବା +ଅ)
[ସମ୍ପାଦନା]- ୧. ବ୍ରହ୍ମାଙ୍କ ମାନସପୁତ୍ର, ସପ୍ତି ମହର୍ଷିଙ୍କ ମଧ୍ୟରୁ ଜଣେ —୧. Name of one of the sevan sages.
[ଦ୍ରଷ୍ଟବ୍ୟ —ଏ ବିଶ୍ରବାଙ୍କ ପିତା ଓ କୁବେର ଏବଂ ରାବଣଙ୍କର ପିତାମହ ଥିଲେ
- ୨. ସପ୍ତର୍ଷିମଣ୍ଡଳର ଗୋଟିଏ ନକ୍ଷତ୍ର — ୨. One of the stars of the constellation; the great Bear; Phecda.
[ଦ୍ରଷ୍ଟବ୍ୟ —ନକ୍ଷତ୍ର ତଳେ ନୋଟ ଦେଖ]
- ୩. ଶିବ (ହିନ୍ଦୀ - ଶ.) —୩. Ṡiba.