Jump to content

ପୁଲହ

ଉଇକିଅଭିଧାନ‌ରୁ

ପୁଲହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୁଲ=ବିଶେଷ; ଅନେକ+ହା ଧାତୁ=ତ୍ୟାଗ କରିବା+ଅ)

[ସମ୍ପାଦନା]
୧. ବ୍ରହ୍ମାଙ୍କ ମାନସପୁତ୍ର; ସପ୍ତର୍ଷିଙ୍କ ମଧ୍ୟରୁ ଜଣେ —୧. Name of one the sevan sages.
୨. ସପ୍ତର୍ଷିମଣ୍ଡଳର ଗୋଟିଏ ନକ୍ଷତ୍ର — ୨. One of the stars of the constellation the great Bera; Merak.

[ଦ୍ରଷ୍ଟବ୍ୟ —କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, ବଶିଷ୍ଠ ଓ ମରୀଚି ଏହି ସାତଗୋଟି ଋଷି ତାରାରୂପେ କଳ୍ପିତ ହୋଇଅଛନ୍ତି ଓ ଏମାନଙ୍କ ତର୍ପଣ କରାଯାଏ ନକ୍ଷତ୍ର ତଳେ ନୋଟ ଦେଖ]