ପୁଲାଙ୍ଗ ଗଡ଼ି ଖେଳ
ଦେଖଣା
ପୁଲାଙ୍ଗ ଗଡ଼ି ଖେଳ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବାଳକମାନେ ପୁନାଙ୍ଗ ଫଳରେ ଖେଳିବା ଏକ ପ୍ରକାର ଖେଳ — A kind of out door game played by the childeren with "Punnāga' or ' pulāṅga fruits.
[ଦ୍ରଷ୍ଟବ୍ୟ —ପୁଲାଙ୍ଗ ଫଳ ଗୋଟି ତ୍ରିକୋଣାକାରରେ ରଖି ତା ଉପରେ ଗୋଟିଏ ପୁଲାଙ୍ଗ ରଖନ୍ତି ଗୋଟିଏ ଚାରିକୋଣିଆ କ୍ଷେତ୍ରର ଚାରିକୋଣରେ ଏହିପରି ଚାରି ଗଦା ପୁଲାଙ୍ଗ ରଖନ୍ତି ଦୂରରେ ଠିଆ ହୋଇ ଖେଳାଳୀମାନେ ଜଣ ଜଣ ହୋଇ ତା ଉପରକୁ ଗୋଟିଏ ପୁଲାଙ୍ଗ ଲକ୍ଷ୍ୟ କରି ପକାନ୍ତି ଯେଉଁ ଖେଳାଳୀ ସେ ଗଦାକୁ ଲାଖରେ ଭାଙ୍ଗେ ସେ ସେହି ଭଙ୍ଗା ଗଦାର ପୁଲାଙ୍ଗ— ଗୁଡ଼ିକ ଜିତି ନିଏ ଯେଉଁ ପୁଲାଙ୍ଗଟାକୁ ଧରି ଫୋପାଡ଼ି ଲାଖ କରନ୍ତି ତାକୁ ବିଟ କୁହା ଯାଏ]