Jump to content

ପୁଲାଣିଆ

ଉଇକିଅଭିଧାନ‌ରୁ

ପୁଲାଣିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଫୁଲାଣି (ଦେଖ) - —Phulāṇi (See)

ବିଶେଷଣ -

[ସମ୍ପାଦନା]
୧. ଫୁଲାଥିବା; ସ୍ଫୀତ —୧. Bloated.
୨. ଗର୍ବସ୍ଫୀତ; ଗର୍ବଯୁକ୍ତ —୨. Inflated with pride.
୩. ଦାୟିତ୍ୱଜ୍ଞାନ ଶୂନ୍ୟ —୩. Irresponsible.
୪. ନିଶ୍ଚିନ୍ତ; ଚିନ୍ତାଶୂନ୍ୟ —୪. Free from cares.

(ଯଥା—ମନ ଫୁଲାଣିଆ ଗୀତ ଗାଏ)