ପୁଲାଣିଆଁ
ଦେଖଣା
ପୁଲାଣିଆଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଫୁଲାଣି (ଦେଖ) - —Phulāṇi (See)
ବିଶେଷଣ -
[ସମ୍ପାଦନା]- ୧. ଫୁଲାଥିବା; ସ୍ଫୀତ —୧. Bloated.
- ୨. ଗର୍ବସ୍ଫୀତ; ଗର୍ବଯୁକ୍ତ —୨. Inflated with pride.
- ୩. ଦାୟିତ୍ୱଜ୍ଞାନ ଶୂନ୍ୟ —୩. Irresponsible.
- ୪. ନିଶ୍ଚିନ୍ତ; ଚିନ୍ତାଶୂନ୍ୟ —୪. Free from cares.
(ଯଥା—ମନ ଫୁଲାଣିଆ ଗୀତ ଗାଏ)