Jump to content

ପୁଲିକେଶି

ଉଇକିଅଭିଧାନ‌ରୁ

ପୁଲିକେଶି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଦକ୍ଷିଣଭାରତରେ ରାଜତ୍ୱ କରୁଥିବା ଚାଲୁକ୍ୟ ବଂଶୀୟ ଦୁଇ ଜଣ ରାଜା —Name of two kings of the Chālukya dynasty ruling the Southern India.

[ଦ୍ରଷ୍ଟବ୍ୟ —ପ୍ରଥମ ପୁଲିକେଶି ଖ୍ରୀଷ୍ଟ ୬ଷ୍ଠ ଶତାବ୍ଦିରେ ପଲ୍ହବମାନଙ୍କ ରାଜଧାନୀ ବାତାପିପୁରୀକୁ ଦକ୍ଷିଣରେ ଚାଲୁକ୍ୟ ରାଜ୍ୟ ସ୍ଥାପନ କରିଥିଲେ ଦ୍ୱିତୀୟ ପୁଲିକେଶି ଖ୍ରୀଷ୍ଟ ୬୧:ରେ ସମଗ୍ର ଦାକ୍ଷିଣାତ୍ୟକୁ ଓ ମହାରାଷ୍ଟ୍ର ଦେଶକୁ ଆପଣା ରାଜ୍ୟଭକ୍ତ କରିଥିଲେ ବାଣଭଟ୍ଟ ଏହାଙ୍କ ରାଜସଭାର ପଣ୍ଡିତ ଥିଲେ ଏହାଙ୍କ ରାଜତ୍ୱ କାଳରେ ଚିନ୍ପରିବ୍ରାଜକ ଭାରତକୁ ଆସିଥିଲେ ରାଜା ହର୍ଷବର୍ଦ୍ଧନ ସମଗ୍ର ଉତ୍ତରଭାରତ ଅଧିକାର କରି ଦକ୍ଷିଣ ଭାରତକୁ ଆକ୍ରମଣ କରିବାକୁ ଯାଇ ଏହାଙ୍କ ପରାସ୍ତ ହୋଇଥିଲା— ହିନ୍ଦୀ - ଶ.]