Jump to content

ପୁଲିନ

ଉଇକିଅଭିଧାନ‌ରୁ

ପୁଲିନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପୁଲ୍ ଧାତୁ+କର୍ତ୍ତୃ, ଇନ୍)

[ସମ୍ପାଦନା]
୧. ନଦୀ ଓ ଜଳାଶୟ ଆଦିର ଅନୁଚ୍ଚ ତଟ —୧. The low shore of a river or lack; the beech; the bank.
୨. ନଦୀ ଗର୍ଭସ୍ଥ ଛୋଟ ଦ୍ୱୀପ — ୨. Islet in the bed a river.
୩. ନଈ ମଝିରେ ପଡ଼ିବା ଢିପ; ବାଲି କୁଦା; ପଠା; ଚଡ଼ା — ୩. A sand-bank; alluvial formation in a river; a raised plot in the bed of a river.
୪. ନଦୀ ତଟସ୍ଥ ବାଲି —୪. The sand bank formed on the bank of a river.

ଘେନି ଉରୁଚାରୁ ପାଇବ ଭବିଟି ଦେଖାଇ ଦେଇ ପୁଲିନ ଯେ— ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ