Jump to content

ପୁଲିନ୍ଦ

ଉଇକିଅଭିଧାନ‌ରୁ

ପୁଲିନ୍ଦ

ଉଚ୍ଚାରଣ

[ସମ୍ପାଦନା]

(ପୁଳିନ୍ଦକ—ଅନ୍ୟରୂପ)

ସଂସ୍କୃତ - ବି—(ପୁଳ୍ ଧାତୁ+ଇନ୍ଦ)

[ସମ୍ପାଦନା]
୧. ମ୍ଳେଚ୍ଛ ଜାତି ବିଶେଷ; ଚୁଆଡ଼ —୧. Barbarian, a caste of aborigines or wide tribes.

[ଦ୍ରଷ୍ଟବ୍ୟ —ରାମାୟଣ, ମହାଭାରତ, ପୁରାଣ ଓ କାବ୍ୟରେ ଏ ଜାତିର ଉଲ୍ଲେଖ ଅଛି ବିଶ୍ୱାମିତ୍ରଙ୍କ ଅଭିଶାପରେ ତାଙ୍କର କେତେକ ପୁତ୍ରଙ୍କଠାରୁ ପୁଲିନ୍ଦ, ଶବର ଆଦି ବର୍ବର ଜାତି ଉତ୍ପତ୍ତି ହୋଅଥିଲା କେହି କେହି ଏ ପ୍ରାଚୀନ ଜାତି ସିନ୍ଧୁ ପ୍ରଦେଶ ନିକଟରେ, କେହି କେହି ଗୁଜରାଟ ଓ ରାଜପୁତାନା ମଧ୍ୟରେ ବାସ କରୁଥିବାର କହନ୍ତି—ହିନ୍ଦୀ - ଶ]

୨. କନ୍ଧ ଜାତି — ୨. The Khonds of central India.

ଝୁଣା ଲାଗି ହତ ହୋଇ ପୁଳିନ୍ଦ କୁଠାରେ— ରାଧାନାଥ—ମହାଯାତ୍ରା

୩. ଅବୋଧ୍ୟ ଭାଷା ବ୍ୟବହାର କରିବା ବଣୁଆ ଜାତି — ୩. A wild tribe using a jargon dialect.
୪. କେଳା —୪. The fowler.
୫. ପୁଲିନ୍ଦ ଜାତିଙ୍କ ଦେଶ — ୫. The country inhabited by aborigines.
୬. କନ୍ଧମାଳ —୬. The Khondmahals of Orissa.