ପୁଲିନ୍ଦା
ଦେଖଣା
ପୁଲିନ୍ଦା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଲ=ଗଦା; ରାଶି)
[ସମ୍ପାଦନା]- ୧. ବନ୍ଧା ହୋଇ ମୁଦା ହୋଇଥିବା କାଗଜର ତାଡ଼ା —୧. A packet of papers bound into a bundle; bundle; parcel.
ଦାରୋଗା ଏବଂ ମୂନସୀଙ୍କ ରୋସମ ସହିତ ରିପୋର୍ଟ ପୁଲିନ୍ଦା ଥାନାକୁ ପଠାଗଲା—ଫକୀରମୋହନ. ଛମାଣ ଆଠଗୁଣ୍ଠ
- ୨. ଲଫାପା; କାଗଜର ଖୋଳ —୨. An envelope.
- ୩. ବୋକଚା; ଗଣ୍ଠିରି —୩. Bale; package.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ତାପ୍ତୀ ନଦୀର ଉପନଦୀବିଶେଷ (ହିନ୍ଦୀ - ଶ.) — Name of tributary of the Tāptī river.