Jump to content

ପୁଲିଶ

ଉଇକିଅଭିଧାନ‌ରୁ

ପୁଲିଶ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ପୌଲିଶ ସିଦ୍ଧାନ୍ତ ନାମକ ଜ୍ୟୋତିଷ ଗ୍ରନ୍ଥକର୍ତ୍ତା ଋଷି —Name of a sage who was the auther of an astronomical work.

[ଦ୍ରଷ୍ଟବ୍ୟ —ବରାହମିରୋକ୍ତ ପଞ୍ଚ ସିନ୍ଧାନ୍ତରୁ ଏକତମ କେହି କେହି ପୁଲିଶକୁ ୟୁନାନୀ (ଯବନ), କେହି କେହି ମିଶ୍ର ଦେଶବାସୀ ବୋଲି ଅନୁମାନ କରନ୍ତି—ହିନ୍ଦୀ - ଶ.]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ପୁଲିସ (ଦେଖ) - —Pulisa (See)