ପୁଲିସ୍କୋଟ୍
(ପୁଲିସକୋର୍ଟ—ଅନ୍ୟରୂପ)
ବଡ଼ ବଡ଼ ସହର (କଲିକତା, ମାନ୍ଦ୍ରାଜ, ବମ୍ୱେ ପ୍ରଭୃତି) ବା ପ୍ରାଦେଶିକ ରାଜଧାନୀରେ ପୁଲିସ ଚାଲାଣି ଆସାମୀମାନଙ୍କ ବିଚାରାର୍ଥ ପ୍ରତିଷ୍ଠିତ ଅଦାଲତ —Police court.