Jump to content

ପୁଲିସ୍ ଇନ୍ସିପେକ୍ଟର୍ ଜେନରଲ୍

ଉଇକିଅଭିଧାନ‌ରୁ

ପୁଲିସ୍ ଇନ୍ସିପେକ୍ଟର୍ ଜେନରଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ପୁଲିସ୍ ବିଭାଗର ପ୍ରାଦେଶିକ ସର୍ବୋଚ୍ଚ ହାକିମ — Inspector general of police in a province

[ଦ୍ରଷ୍ଟବ୍ୟ —ପ୍ରାଦେଶିକ ସର୍ବୋଚ୍ଚ ପୁଲିସ ହାକିମ ଇନ୍ସପେକ୍ଟର ଜେନରଲ ତାଙ୍କ ତଳେ ବିଭାଗୀୟ ହାକିମ, ଡେପୁଟୀଇନ୍ସ—

ପେକ୍ଟର ଜେନରଲ ତାଙ୍କ ତଳେ ଜିଲ୍ଲା ହାକିମ, ସୁପରଣ୍ଟେଣ୍ଡେଣ୍ଟ୍ ବା ପୁଲିସ ସାହେବ ତାଙ୍କ ତଳେ ହାକିମ, ଡେପୁଟୀ ସୁପରି— ଣ୍ଟେଣ୍ଡେଣ୍ଟ୍ ତାଙ୍କ ତଳେ ଇନ୍ସପେକ୍ଟର ବା ଦାରୋଗା ତାଙ୍କ ତଳେ ସବଇନ୍ସପେକ୍ଟର ବା ମୁନିସି ତାଙ୍କ ତଳେ ହେଉ କନେଷ୍ଟ— ବଲ ବା ଜମାଦାର ତାଙ୍କ ତଳେ ରାଇଟର ବା ଲିଟରେଟ୍ କନେଷ୍ଟ— ବଲ ସମସ୍ତଙ୍କ ତଳେ କନେଷ୍ଟବଲ୍ ବା ସିପାହୀ]