Jump to content

ପୁଲିସ୍ କେଶ୍

ଉଇକିଅଭିଧାନ‌ରୁ

ପୁଲିସ୍ କେଶ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]
୧. ଯେଉଁ ମକଦ୍ଦମାକୁ ପୁଲିସ ନିଜେ ବିଚାର ନିମନ୍ତେ ହାକିମଙ୍କ ନିକଟକୁ ପଠାଇ ଥାଆନ୍ତି —୧. Police case.
୨. ଯେଉଁ ମକଦ୍ଦମାରେ ମାଜିଷ୍ଟ୍ରେଟଙ୍କ ହୁକୁମ ନ ପାଇ କରି ମଧ୍ୟ ପୁଲିସ ଆସାମୀକୁ ଗିରଫଦାର କରି ବାଚାର ନିମନ୍ତେ ପଠାଇ ପାରନ୍ତି —୨. Warrant case; case cognisable by the police.