ପୁଲିସ୍ ଦରସ୍
ଦେଖଣା
ପୁଲିସ୍ ଦରସ୍
ଉଚ୍ଚାରଣ
[ସମ୍ପାଦନା]ପୁଲିସ ଦରେସ, ପୁଲିସ ପୋଷାକଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପୁଲିସ୍ ଦରସ୍
|
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପୁଲିସ+ଡ୍ରେସ)
[ସମ୍ପାଦନା]ପୁଲିସ କର୍ମଚାରୀଙ୍କ ପାଇଁ ନିର୍ଧାରିତ ପରିଧେୟ ବସ୍ତ୍ର — Police dress.
[ଆମ ଦେଶରେ କଳା କୁର୍ତ୍ତା, ନାଲି ପଗଡ଼ି ରୋଳବାଡ଼ି ଓ ଥଳିଆ ପୁଲିସମାନଙ୍କର ପୋଷାକ ଅଟେ]