ପୁଲିସ ତଲାସ
ଦେଖଣା
ପୁଲିସ ତଲାସ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୁଲିସ ତଲାସ
|
ବୈଦେଶିକ - ବିଶେଷ୍ୟ - (ଇଂରାଜି ପୁଲିସ+ତର୍କି ତଲ୍ଲାସ)
[ସମ୍ପାଦନା]ପୁଲିସ କର୍ମଚାରୀଙ୍କଦ୍ୱାରା ଅପରାଧଘଟିତ ବସ୍ତୁ ବା ବ୍ୟକ୍ତି ପାଇଁ କୌଣସି ଗୃହ ଖୋଜାଯିବା — House-search by the Police.