Jump to content

ପୁଲୁକିବା

ଉଇକିଅଭିଧାନ‌ରୁ

ପୁଲୁକିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପୁଲୁକି ଉଠିବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ପୁଲକ)

[ସମ୍ପାଦନା]
୧. ଦେହ ରୋମାଞ୍ଚିତ ହେବା; ରୁମ ଟାଙ୍କୁରି ଉଠିବା; ପୁଲକିତ ହେବା — ୧. To have one's hairs standing on ends.

ଫୁଲଛିତ ଫୁଲ ବିତାନେ ଅନାଇ ପୁଲକି ଉଠଇ ହିଆ— ଦୀନକୃଷ୍ଣ. ଜଗମୋହନ

୨. ହର୍ଷୋତ୍ଫୁଲ୍ଲ ହେବା; ଆନନ୍ଦିତ ହେବା; ଆହ୍ଲାଦିତ ହେବା — ୨. To be thrilled with joy.
୩. (ଫୁଲ) ପ୍ରଷ୍ଫୁଟିତ ହେବା —୩. To be blown (said of flowers); to become full blown.